ମଦନ ଗୋପାଳ ହାଇସ୍କୁଲ, ବାଲିଝରୀ ର ପୁରାତନ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ଏହି ବ୍ଲଗ ଟି ପ୍ରସ୍ତୁତ କରାଯାଇଛି ।
ଏହି ବିଦ୍ୟାଳୟରେ ପଢିଥିବା ପ୍ରତ୍ୟକ ବ୍ୟାଚ ଛାତ୍ରଛାତ୍ରୀମାନଙ୍କ ତଥ୍ୟ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତଥ୍ୟକୁ ଏହି ବ୍ଲଗରେ ସ୍ଥାନ ଦିଆଯିବ । ଏଥି ସହିତ ବିଭିନ୍ନ ସମୟରେ ବିଦ୍ୟାଲୟ ସମ୍ବନ୍ଧୀୟ ଖବର ପ୍ରକାଶ କରାଯାଇ ପାରିବ ।
ଏଥିପାଇଁ ବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତି ବିଶେଷ ଏଥିପାଇଁ ସହଯୋଗ କରିବା ପାଇଁ ନିବେଦନ। ନିଜ ବ୍ୟାଚର ପିଲାଙ୍କ ତାଲିକା, ଗ୍ରୁପ ଫଟୋ କିମ୍ବା ପୁରୁଣା ସ୍ମୃତି ସବୁ ଚାହିଁଲେ ପଠାଇ ପାରିବେ । ବିଭିନ୍ନ ସମୟରେ କରାଯାଉଥିବା ବନ୍ଧୁମିଳନ, ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସ୍ଥାନିତ କରିପାରିବେ।
ନିଜର ମତାମତ ଦେବାକୁ ୯୩୩୮୬୭୭୦୧୯ ରେ ଯୋଗାଯୋଗ କରିପାରିବେ ।
No comments:
Post a Comment